ପୁଣି କନ୍ଦାଇଲା ପିଆଜ : ସକାଳେ ୭୦, ସନ୍ଧ୍ୟାରେ ୮୦

ଭୁବନେଶ୍ବର: ପୁଣି କନ୍ଦାଇଲା ପିଆଜ। ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି। ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି। ଏହି ଦର ୯୦ ଟଙ୍କା ଛୁଇଁବା କିଛି ଅସମ୍ଭବ ନୁହେଁ ବୋଲି ବେପାରୀମାନଙ୍କଠାରୁ ସୂଚନା ମିଳିଛି। ମହାରାଷ୍ଟ୍ରରୁ ପିଆଜ ଆମଦାନି ହ୍ରାସ ପାଇନଥିଲେ … Continue reading ପୁଣି କନ୍ଦାଇଲା ପିଆଜ : ସକାଳେ ୭୦, ସନ୍ଧ୍ୟାରେ ୮୦